The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୧୮-୦୩-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ:- ଆପଣଙ୍କୁ ଆଜି କର୍ମ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ବୈବାହିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ । ମାଆ’ଙ୍କ ସହେଯାଗ ରହିବ । ବ୍ୟବସାୟରେ ଅସୁବିଧା ସ୍ଥିତି ଉପୁଜି ପାରେ । ପିତାଙ୍କ ଠାରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପ୍ରଗତିର ରାସ୍ତା ଖୋଲିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ଚିନ୍ତାରେ ପଡି ପାରନ୍ତି ।
ବୃଷ:- ଆଳସ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମନ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇପାରେ । ଆତ୍ମ ନିର୍ଭଶୀଳ ହେବାକୁ ଚେଷ୍ଟା କରିବା ସହ ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ଘଟି ପାରେ । ଆୟ ବୃଦ୍ଧି ପାଇବା ସହ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ୱାରା ଖର୍ଚ୍ଚ ବୃଦ୍ଧି ପାଇବ ।
ମିଥୁନ:- ଆପଣ ଆଜି ଶାରୀରିକ କଷ୍ଟ ଅନୁଭବ କରିବେ । ଆତ୍ମ ନିର୍ଭରଶୀଳ ହେବା ସହ ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରୀରେ ପଦୋନ୍ନତି ପାଇଁ ସୁଯୋଗ ଆସିପାରେ । ଆୟ କଥା କହିଲେ ଆଜିବୃଦ୍ଧି ପାଇବାର ଯୋଗ ରହିଛି । ପରିଶ୍ରମ ଅଧିôକ ହେବା ସହ କର୍ମ କ୍ଷତ୍ରେରେ ସଫଳତା ମିଳିବ ।
କର୍କଟ:- ମନ ମଧ୍ୟରେ ଆଜି ପ୍ରସନ୍ନତା ଅନୁଭବ କରିବେ । ଆତ୍ମ ବିଶ୍ୱାସରେ ବୃଦ୍ଧି ଘଟିବା ସହ ଚାକିରୀ ପରିବର୍ତ୍ତନ ପାଇଁ ମିଳିପାରେ ସୁଯୋଗ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନର ରହିଛି ସମ୍ଭାବନା । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ଆପଣଙ୍କୁ ସହଯୋଗ ରହିବ ।
ସିଂହ:- ଆଜି ଆପଣଙ୍କର ଘତ ଚନ୍ଦ୍ର ଯୋଗୁ ମନ ଅଶାନ୍ତ ରହିବ । ଅଯଥା ଚିନ୍ତାରେ ପଡିବେ । ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ପୈତୃକ ସମ୍ପତ୍ତିରୁ ଅର୍ଥ ହାସଲ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଚାକିରୀର ରହିଛି ସୁଯୋଗ ।
କନ୍ୟା:- ଆପଣଙ୍କ ମନ ଆଜି ଖୁବ୍ ଖୁସି ରହିବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସମର୍ଥନ ପାଇବେ । କିଛି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି । ସୁସ୍ୱାଦୁ ଖାଦ୍ୟପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଛାତ୍ରଛାତ୍ରୀ ମାନେ ଲାଭବାନ ହେବେ ।
ତୁଳା:- ଆତ୍ମ ବିଶ୍ୱାସରେ ପରିପୁର୍ଣ୍ଣ ହେବେ । କଳା କିମ୍ବା ସଂଗୀତ ପ୍ରତି ଆଗ୍ରହ ବଢିବ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅସୁବିଦା ଉପୁଜି ପାରେ । ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟିର ରହିଛି ଯୋଗ ।
ବିଛା- କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ । ଧର୍ମୀକ କାର୍ଯ୍ୟପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଲାଭର ସୁଯୋଗ ରହିଥିବା ବେଳେ ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଧନୁ:- କାର୍ଯ୍ୟରେ ବିଳମ୍ବ ଯୋଗ ରହିଛି । ତଥାପି ବ୍ୟସ୍ତ ନହୋଇ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଚାକିରୀରେ ଥିବା ଅଧିକାରୀ ମାନଙ୍କ ସହିତ ଅନାବଶ୍ୟକୀୟ ବିତର୍କରୁ ଦୂରେଇ ରୁହନ୍ତୁ । ପ୍ରଗତି ପାଇଁ ମିଳିପାରେ ସୁଯୋଗ ଏବଂ ଆୟ କ୍ଷେତ୍ରରେ ବୃଦ୍ଧିର ସମ୍ଭାବନା ରହିଛି । କାର୍ଯ୍ୟଭାରରେ ବୃଦ୍ଧି ସହ ଲାଭ ଯୋଗ ଆପଣଙ୍କ ପାଇଁ ରହିଛି ।
ମକର:- ଆଜି ଆପଣ ରାଶିରେ ଶ୍ରୀଚନ୍ଦ୍ର ଯୋଗ । ବୈବାହିକ ସୁଖ ବୃଦ୍ଧି ପାଇବ । ଚାକିରୀ କ୍ଷେତ୍ରରେ ଆପଣଙ୍କୁ ବିଦେଶ ଭ୍ରମଣ ଯୋଗ ରହିଛି । ଯାନବାହାନର ଆନନ୍ଦ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
କୁମ୍ଭ:- ଅଯଥା ଧନକ୍ଷୟର ରହିଛି ଆପଣଙ୍କ ଯୋଗ । ଅତ୍ୟାଧିକ କ୍ରୋଧ ଏବଂ ଉତ୍ସାହରୁ ମଧ୍ୟ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ମନ ବିଚଳିତ ହୋଇପାରେ । ନିଜ ପରିବାର ସହିତ ଧାର୍ମିକ ସ୍ଥାନକୁ ଯିବାର ଯୋଗ ରହିଛି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଚିନ୍ତା ବଢିପାରେ ।
ମୀନ:- ଉତ୍ତମ ଆୟର ଯୋଗ ରହିଛି । ଆତ୍ମ ବିଶ୍ୱାସ ପୁର୍ଣ୍ଣ ହେବ ମାତ୍ର ସଂଯମତା ରକ୍ଷା କରନ୍ତୁ । ପରିବାରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରୀରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ । ଆୟ ସହ ବ୍ୟୟ ମଧ୍ୟ ବୃଦ୍ଧି ପାଇବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login