The Ultimate Managed Hosting Platform
ADVERTISEMENT

ଆଜି ଆଇଏଏସ ଯୋଡିଙ୍କ ବାହାଘର, ହିଟ୍ ଗୀତରେ କରୁଛନ୍ତି ଦମଦାର ଡ୍ୟାନ୍ସ

Facebook
Twitter
LinkedIn

ବ୍ୟୁରୋ : ତୁମ୍ ସେ ହିଟ୍ଟ.ଗୀତରେ ଡ୍ୟାନ୍ସ କରୁଛନ୍ତି ଆଇଏଏସ ଯୋଡି । ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଅନନ୍ୟା ଲାଇଟ ପିଙ୍କ କଲର ଲେହେଙ୍ଗାରେ ଡ୍ୟାନ୍ସ କରୁଛନ୍ତି । ସେହିପରି ବ୍ଲୁ କଲରର ସେରଓ୍ଵାନୀ ପିନ୍ଧି ରେମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଜବ୍ ଉଇ ମେଟ୍ ମୁଭିର ରୋମାଣ୍ଟିକ୍ ସଙ୍ଗ୍ ତୁମ୍ ସେ ହିଟ୍ ଗୀତରେ ଡ୍ୟାନ୍ସ କରୁଛନ୍ତି ଆଇଏଏସ ଯୋଡି । ଆଜି ସନ୍ଧ୍ୟାରେ ଆସାମୀ ଗ୍ଵହାଟୀ ସ୍ଥିତ ହୋଟେଲ ରାଡିସନ ବ୍ଲୁରେ ଗ୍ରାଣ୍ଡ ମ୍ୟାରେଜ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login