The Ultimate Managed Hosting Platform
ADVERTISEMENT

ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି ; ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି । ସମ୍ବଲପୁର, ବରଗଡରେ ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି । ଏ ନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଆଗକୁ ଅନୁଗୁଳ , ବାଲେଶ୍ୱରରେ ଧୀରେ ଧୀରେ ଖୋଲିବ । ବିରୋଧୀ କହିବା କଥା କହିବେ , ଆମେ ଆମ କାମ କରୁଛୁ । ଚାଷୀ କେମିତି ଭଲ ପଇସା ପାଇବେ ତାକୁ ଆମେ ଗୁରୁତ୍ୱ ଦେଉଛୁ । ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ପାଖକୁ ଟୋକନ ଆସିଛି । ଅନ୍ୟପଟେ ଏଥର ମଧ୍ୟ ମଣ୍ଡି ମାନଙ୍କରେ ଧାନ ସଂରକ୍ଷଣର ବ୍ୟବସ୍ଥା ନଥିବା ବେଳେ, ଖୋଲା ଆକାଶ ତଳେ ଧାନି କିଣାବିକାକୁ ନେଇ ଚାଷୀଙ୍କ ମଧ୍ୟରେ ରହିଛି ଅସନ୍ତୋଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login