The Ultimate Managed Hosting Platform
ADVERTISEMENT

ଆଜିଠୁ ନାଟମଣ୍ଡପ ମରାମତି

Facebook
Twitter
LinkedIn

ପୁରୀ : ଆଜିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍ ମରାମତି କାମ । ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ମରାମତି କାମ । ମାର୍ଟ୍ଟ ୨୦ ତାରିଖ ପୂର୍ବରୁ ମରାମତି କାମ ସାରିବା ଲକ୍ଷ୍ୟ । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୈାଣସି ଅସୁବିଧା ହେବ ନାହିଁ । ରାତି ୩ଟା ୧୪ରେ ହେଲା ମହାପ୍ରଭଉଙ୍କ ଦ୍ୱାର ଫିଟା ନୀତି । ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ସନ୍ଧ୍ୟା ସାଢେ ୬ଟାରେ ସନ୍ଧ୍ୟା ଆଳତି, ୭ଟାରୁ ରାତି ସାଢେ ୮ଟା ମଧ୍ୟରେ ସନ୍ଧ୍ୟା ଧୂପ, ରାତି ୧୦ଟାରେ ବଡସିଂହାର ବେଶ, ୧୦ଟା ୩୦ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି ୧୧ଟାରେ ରାତ୍ର ପହୁଡ଼ ପଡ଼ି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login