ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ । ବରିଷ୍ଠ ଅ୍ଧିକାରୀଙ୍କ ସହ ମିଟିଂ ବେଳେ ନିଦେ୍ର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ନିଦେ୍ର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ ।
ବାତ୍ୟା ପ୍ରବଣ ମେ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ । ପ୍ରସ୍ତୁତି ଓ ନିଦେ୍ର୍ଦଶ ନେଇ ଏସଆରସି ସତ୍ୟବ୍ରତ ସାହୁଙ୍କ ପ୍ରେସମିଟ୍ । ପୂର୍ବରୁ ମେ ରେ ବାତ୍ୟା ହେଉଥିବାରୁ ଆମେ ପ୍ରସ୍ତୁତି କରିଛୁ । ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଏନଡିଆରଏଫ , ଓଡ୍ରାଫ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି ।
Views: 69