The Ultimate Managed Hosting Platform
ADVERTISEMENT

ଆକାଶ ଏନଜି’ ସଫଳ ପରୀକ୍ଷଣ

Facebook
Twitter
LinkedIn

ବାଲେଶ୍ବର: ଓଡିଶା ଉପକୂଳରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି। ସକାଳ ୧୦ ଟା ୩୦ ମିନିଟରେ ହୋଇଛି ଏହି ପରୀକ୍ଷଣ। ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନାଦେଛି ଡିଆରଡିଓ। ଏହାପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଆକାଶ ମିସାଇଲର ନ୍ୟୁ ଜେନେରେସନ ଭର୍ସନର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲୋମିଟର ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login