The Ultimate Managed Hosting Platform
ADVERTISEMENT

ଆଉ ୩ରୁ୪ ଦିନ ରହିବ ସିବିଆଇ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ଆଉ ୩ରୁ୪ ଦିନ ବାଲେଶ୍ୱରରେ ରହିବ ସିବିଆଇ । ସରଜମିନ ଲାଗି ଆଉ ୩ରୁ୪ ଦିନ ରହିବା ସମ୍ଭାବନା । ଆସିଷ୍ଟାଣ୍ଡ ଷ୍ଟେସନ ମଷ୍ଟର , ସିଗ୍ନାଲ ଅଫିସରଙ୍କୁ ପୁଣି ଜେରା ସମ୍ଭାବନା । ଗତକାଲି ଜେରା ପରେ ଉଭୟଙ୍କୁ ଛାଡି ଦେଇଥିଲା ସିବିଆଇ । ସିବିଆଇ ଅଧିକାରୀ ସବୁ ବିଷୟରେ ପଚରାଉଚରା କରୁଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login