The Ultimate Managed Hosting Platform
ADVERTISEMENT

ଆଉ ଜଣେ ଶିକ୍ଷାଦୂତଙ୍କର ଜୀବନ ନେଲେ ମାଓବାଦୀ

Facebook
Twitter
LinkedIn

ମାଲକାନଗିରି :ଛତିଶଗଡ ବିଜାପୁରରେ ଆଉ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ମାଓବାଦୀ । ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ । ବନ୍ଦ ସ୍କୁଲ ପୁନର୍ବାର ଖୋଲିବା ପରେ ଏଯାବତ ୯ ଶିକ୍ଷାଦୂତଙ୍କୁ ହତ୍ୟା କଲେଣି । ୯ ଶିକ୍ଷାଦୂତଙ୍କ ମଧ୍ୟରୁ ବିଜାପୁର ଜିଲ୍ଲାରେ ୫ ଜଣଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ଇନ୍ଫୋର୍ମର ସନ୍ଦେହରେ ହତ୍ୟା କରିଥିବା ମାଓବାଦୀ ମାଓ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ପୋଲିସ ଏହାକୁ ମାଓବାଦୀଙ୍କ ମିଥ୍ୟା ଅଭିଯୋଗ ବୋଲି କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login