The Ultimate Managed Hosting Platform
ADVERTISEMENT

ଆଉ ଅଢେଇ ଟନର ବିସ୍ଫୋରକ ଜବତ

Facebook
Twitter
LinkedIn

ମାଲକାନଗିରି : ସର୍ଚ୍ଚ ଅପରେସନ ବେଳେ ଆଉ ଅଢେଇ ଟନର ବିସ୍ଫୋରକ ଜବତ । ଝାଡଖଣ୍ଡ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ଜବତ । ମାଓବାଦୀ ମାଟି ତଳେ ଲୁଚାଇ ରଖିଥିଲା ବେଳେ ଜବତ ହେଲା । କୋବ୍ରା ବାଟାଲିୟନ , ଡିଭିଏଫ, ଆଇଆରବି ଓ ଏସଓଜି ଯବାନଙ୍କ ଦ୍ୱାରା ଜବତ । ନିକଟରେ ମାଓବାଦୀ ୪ ଟନ ବିସ୍ଫୋରକ ଲୁଟ କରିଥିଲେ । କେ,ବଲାଙ୍ଗ ଥାନା ବାଙ୍କୋ ଖଣି ଅଞ୍ଚଳର ବିସ୍ଫୋରକ ଲୁଟ କରିଥିଲେ । ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରଖଣ୍ଡ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଥିଲେ। ଏହି ଲୁଟ୍ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇ ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login