The Ultimate Managed Hosting Platform
ADVERTISEMENT

ଆଇପିଏଲ୍ ୨୦୨୩ : ପଞ୍ଜାବ ସହିତ ମୁହାଁମୁହିଁ ହେବ କୋଲକତା

Facebook
Twitter
LinkedIn

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍ ରାଇଡର୍ସ । ଦୁଇଟି ଯାକ ଟିମରେ ଦମଦାର ଖେଳାଳି ରହିଛନ୍ତି । କିନ୍ତୁ କେହି ବି ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରନ୍ତି ନାହିଁ । ପଞ୍ଜାବ ପ୍ରଥମ ଟାଇଟଲ ହାସଲ ଅପେକ୍ଷାରେ ରହିଥିବା ବେଳେ କୋଲକତା ୨ ଥର ଟାଇଟଲ ହାସଲ କରିସାରିଛି । ଗତ ସିଜିନରେ ୧୦ ଟିମ୍ ମଧ୍ୟରେ ପଞ୍ଜାବ ୬ ନଂ ଏବଂ କୋଲକତା ୭ମ ସ୍ଥାନରେ ରହିଥିଲା । ତେବେ ଆଜି ୩.୩୦ ମିନିଟରେ ଖେଳାଯିଚ। ଏହି ମ୍ୟାଚରେ ଦୁଇଟି ଯାକ ଟିମର ନୂଆ ଅଧିନାୟକ ମ୍ୟାଚ୍ ଖେଳିବେ । ଶିଖର ଧଓ୍ଵନ ପଞ୍ଜାବ କିଙ୍ଗସ ଦ୍ୱାୟିତ୍ୱ ନେଇଥିବା ବେଳେ କୋଲକତାର ଦାୟିତ୍ୱ ନିତିଶ ରାଣା ନେଇଛନ୍ତି । ଶ୍ରେୟସ ଆହତ ହେବା ପରେ ନିତିଶ ରାଣାଙ୍କୁ କେକେଆର ଏହି ଦାୟିତ୍ୱ ଦେଇଛି । ତେବେ ଆଜିର ମ୍ୟାଚ ନିତିଶଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login