The Ultimate Managed Hosting Platform
ADVERTISEMENT

ଆଇପିଏଲ୍ ଫାଇନାଲ : ଆଜି ଯଦି ବର୍ଷା ହୁଏ, ତେବେ କିଏ ହେବ ଚାମ୍ପିଅନ ?

Facebook
Twitter
LinkedIn

ଭୁବନେଶ୍ୱର : ସମସ୍ତଙ୍କ ଅପେକ୍ଷା ଆଇପିଏଲ ଫାଇନାଲ ମ୍ୟାଟରେ କିଏ ହେବ ଉଇନର । ଆଇପିଏଲ୍ ୨୦୨୩ ଫାଇନାଲ ମ୍ୟାଚକୁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଯାହା ଆଜି ଖେଳାଯିବ । ତେବେ ଆଜି ଅହମଦାବାଦରେ ପାଣିପାଗ ଭଲ ରହିଛି । ଯଦି ଆଜି ମଧ୍ୟ ବର୍ଷା ହୁଏ, ତେବେ କ’ଣ ହେବ ଫଳାଫଳ ଏହାକୁ ନେଇ ଫ୍ୟାନ୍ସ ଅନେକ ଆକଳନ କରୁଛନ୍ତି ।
ଗତକାଲି ଚେନ୍ନାଇ ଏବଂ ଗୁଜରାଟ ଫାଇନାଲ ମ୍ୟାଚ୍ ପାଇଁ ଫ୍ୟାନ୍ସ ରାତି ୧୧ଟା ଯାଏଁ ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ହୋଇପାରିଲା ନାହିଁ କି ସୁପର ଓଭର ମଧ୍ୟ ହେଲା ନାହିଁ । ତେବେ ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଯଦି ରିଜର୍ଭ ଡେ’ରେ ବର୍ଷା ହୁଏତ ତେବେ କ୍ଷତି ଚେନ୍ନାଇର ହେବ । ଖବର ମୁତାବକ, ପଏଣ୍ଟ ଟେବୁଲ ତାଲିକାରେ ଶୀର୍ଷରେ ଗୁଜରାଟ ଟାଇଟନ୍ସ ରହିଥିବାରୁ ବିଜେତା ଘୋଷଣା ହୋଇପାରେ । ଫଳରେ ଚେନ୍ନାଇ ଟାଇଟଲ ହରାଇ ପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login