The Ultimate Managed Hosting Platform
ADVERTISEMENT

ଆଇନ ଛାତ୍ରୀଙ୍କୁ ରାଗିଂ ; ଭାଙ୍ଗିଲା ହାତ , ଦାନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଲା । ଏ ସମ୍ପର୍କରେ ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ପାଖରେ ଅଭିଯୋଗ । ତେବେ ଶୃଙ୍ଖଳା କମିଟିରେ ହାଜ ହେଲେନି ୩ ସିନିୟର ଛାତ୍ରୀ । ଶୃଙ୍ଖଳା କମିଟିରେ ହାଜର ନ ହେବାରୁ ଥାନାରେ ଏତଲା କଲେ ଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login