The Ultimate Managed Hosting Platform
ADVERTISEMENT

ଆଇଟି ରେଡ ଦ୍ୱାରା ଜବତ ଟଙ୍କାକୁ ନେଇ ମନମୋହନଙ୍କ ଟାର୍ଗେଟ , କହିଲେ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ଇସ୍ତଫା

Facebook
Twitter
LinkedIn

ଭୁବନେଶ୍ୱର : ଆଇଟି ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ପ୍ରଶ୍ନ କଲେ ମନମୋହନ । ମଦ ବେପାରୀଙ୍କ ଟଙ୍କା ନା ବିଜେଡି ପାଣ୍ଠି । ଏମିତି କହି ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡି ଠାରୁ ସ୍ପଷ୍ଟୀ କରଣ ଦାବି କଲେ ମନମୋହନ । ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଇଓଡବ୍ଲ୍ୟୁ , ଭିଜିଲାନ୍ସ ଯଦି ଧରି ଥାଆନ୍ତେ ଆଇଟି କାହିଁକି ରେଡ କରନ୍ତା । ସରକାରଙ୍କ ହାତ ନ ଥିଲେ ଏତେ ଟଙ୍କା ରକିବାର ସୁଯୋଗ କେଉଁଠୁ ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login