The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅସହ୍ୟ ତାତିରେ ସିଜୁଛି ତାଳଚେଲ

Facebook
Twitter
LinkedIn

ଆରମ୍ଭ ହେଲାଣି ଖରାର ରାଜୁତି । ତାଳଚେରରେ ଦିନକୁ ଦିନ ଖରାର ମାତ୍ରା ବଢିବାକୁ ଲାଗିଥିବା ବେଳେ ଆଗକୁ ଅସହ୍ୟ ତାତି ହେବ ବୋଲି ଅନୁମାନ କରାଯାଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଘରୁ ବାହାରିବା ବେଳେ ହାତରେ ଛତା ଓ ପାଣି ବୋତଲ ନେଇ ଘରୁ ବାହାରୁଛନ୍ତି ଅଞ୍ଚଳବାସୀ ।

ତାଳଚେର ଅଞ୍ଚଳରେ ରହିଥିବା ଖଣି ଗୁଡିକକୋଇଲାରେ ନିଆଁ ଲାଗିବା ସହ ଅତ୍ୟଧିକ ଗାଡି ଚଳାଚଳ ନେଇ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login