The Ultimate Managed Hosting Platform
ADVERTISEMENT

ଅଷ୍ଟ୍ରେଲିଆରେ କ୍ରାସ ହେଲା ସାମୁଦ୍ରିକ ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ । ଅଷ୍ଟ୍ରେଲିଆର ଏକ ପର୍ୟ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଦୁର୍ଘଟଣା ପରେ ସେସନା ୨୦୮ କାରଭାନରେ ଥିବା ୭ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ତାଙ୍କୁ କୌଣସି ଆଘାତ ଲାଗିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login