ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଅଜୟ । ଏକକ୍ସ ଜରିଆରେ ପିସିସି ପ୍ରଭାରୀ ଡ. ଅଜୟ କୁମାରଙ୍କ ମନ୍ତବ୍ୟ । ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି । ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସିଛି । ବ୍ୟାପକ ଦୁର୍ନୀତି ସତ୍ତ୍ୱେ କାହିଁକି ରେଡ ହେଉନି ଲୋକେ ବୁଝିଗଲେ ।ନବୀନ , ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ, ଇଡି ରେଡ କରୁନି ଲୋକେ ବୁଝିଗଲେଣି । ଅଜୟ କୁମାରଙ୍କ ମନ୍ତବ୍ୟ ନେଇ ବିଜେଡି କି ବିଜେପିର ପ୍ରତିକ୍ରିୟା ମିଳିନି ।
BJP-BJD bonhomie!
— Dr. Ajoy Kumar (@drajoykumar) February 14, 2024
The ‘Tactical Larger plan’ of the two erstwhile ‘married alliance’ is on the move!
‘BJD always backed BJP’
Now the Odias understand why CBI- ED never conducted a raid on the CM and his close aide Mr Pandian even though the state witnessed ‘Massive Scams’.????… pic.twitter.com/LTfztMHF21
Views: 97