The Ultimate Managed Hosting Platform
ADVERTISEMENT

ଅଶ୍ଲୀଳ ଆପ ଉପରେ ସରକାରଙ୍କ ରୋକ ,୨୫ ଟି OTT ପ୍ଲାଟଫର୍ମ ବ୍ୟାନ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଅଶ୍ଳୀଳ ଆପ୍ ଉପରେ ସରକାରଙ୍କ ବଡ଼ ପ୍ରତିବନ୍ଧକ । ALTT, ULLY, Desiflix, Bigshots ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ ସରକାର । ୟୁଜର୍ସମାନେ ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁର ପ୍ରମୋସନ୍ କରୁଥିବା କିଛି ଆପ୍ସ ବରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । OTT ଆପ୍ସ ଏବଂ ସେମାନଙ୍କର ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ବେଆଇନ, ଆପତ୍ତିଜନକ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା । ଯେଉଁଥି ପାଇଁ ସେହି ୨୫ଟି OTT ଆପ୍ସ ଉପରେ ବଡ଼ ଆକ୍ସନ୍ ନେଇଛନ୍ତି । ଏଭଳି ଅଶ୍ଳୀଳତାକୁ ରୋକିବା ଅଭିଯୋଗରେ ସରକାର ଏହା ବବିରୋଧରେ ପଦକ୍ଷେପ ନେଇଛନ୍ତି ଏବଂ ୨୫ଟି ଆପ୍ସକୁ ବ୍ୟାନ କରି ଦେଇଛନ୍ତି । ଏହା ସହିତ ୨୫ଟି ଆପ୍ସକୁ OTT ପ୍ଲାଟଫର୍ମରୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସରକାର କହିଛନ୍ତି ଯେ, ଏଜେନ୍ସିଗୁଡିକରୁ ମିଳିଥିବା ସୂଚନା ଆଧାରରେ ଆପ୍ସ ଗୁଡିକ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଯେଉଁ ପ୍ଲାଟଫର୍ମ ମାଧ୍ୟମରେ ଅଶ୍ଳୀଳ ଏବଂ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାରଣ କରାଯାଉଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login