The Ultimate Managed Hosting Platform
ADVERTISEMENT

ଅଶାନ୍ତ ରାଜଧାନୀ,ନୂଆବର୍ଷ ପୂର୍ବରୁ ଏନକାଉଣ୍ଟର

Facebook
Twitter
LinkedIn

ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧି ରଘୁ ବିଶ୍ୱାଳକୁ ପୋଲିସର ଏନକାଉଣ୍ଟର । ରଘୁର ବାମ ଗୋଡରେ ବାଜିଛି ଗୁଳି , ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ପାଟ୍ରୋଲିଂ ବେଳେ ରଘୁ ଓ ତାର ସହଯୋଗୀକୁ ପିଛା କରିଥିଲା ପୋଲିସ । ପ୍ରଥମେ ପୋଲିସ ଉପରକୁ ଗୁଳି କରିଥିଲା ରଘୁ । ପାଲଟା ଗୁଳିରେ ଅପରାଧୀ ରଘୁ ଆହତ ହୋଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login