ଅଯୋଧ୍ୟା : ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱ ନେଲା ସିଆଇଏସଏଫ । ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦପ ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର । ଆସନ୍ତା କିଛି ଦିନ ମଧ୍ୟରେ ଆବଶ୍ୟକ ସିଆଇଏସଏଫ ୟୁନିଟ ମୁତୟନ ହେବେ । ୨୨ରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ବିମାନ ବନ୍ଦରରେ ୨୫୦ ସୁରକ୍ଷାକର୍ମୀ ଓ ଅଧିକାରୀ ମୁତୟନ ହୋଇଛନ୍ତି । ସିଆଇଏସଏଫ ପୂରା ଭାରତରେ ୩୫୬ରୁ ଅଧିକ ଉଦ୍ୟେଗିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ପ୍ରଦାନ କରୁଛନ୍ତି ।
Views: 73