ଭୁବନଶ୍ୱେର : ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସୈାମ୍ୟ ପଟ୍ଟନାୟକ ଭେଟିଥିବା ଚର୍ଚ୍ଚା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ । ଅମିତ ଶାହାଙ୍କୁ ସୈାମ୍ୟ ଭେଟିଛନ୍ତି କି ପ୍ରଶ୍ନରେ ଜୟନାରାୟଣଙ୍କ ମନ୍ତବ୍ୟ । ମୁଁ ଶୁଣିଛି , ସେ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ । ସଂପ୍ରତି ଯାହା ଚାଲିଛି , ସେ କଥା ସେ ଜଣାଇଥିବା ମୁଁ ଶୁଣିଛି । ଜଣେ ସାଧାରଣ ଲୋକ ବି ଶାହାଙ୍କୁ ଭେଟି ପାରିବେ କହିଲେ ଜୟନାରାୟଣ ।
Views: 77