The Ultimate Managed Hosting Platform
ADVERTISEMENT

ଅମିତ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

Facebook
Twitter
LinkedIn

ଭୁବନେଶ୍ୱର : ଅମିତ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ରେ ଓଡ଼ିଶା ଗସ୍ତରେ ଆସିବାକୁ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଛି । ଅପରେସନ ସିନ୍ଦୁର ପାଇଁ ଗସ୍ତ ବାତିଲ ହୋଇଛି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏହି ସୂଚନା ପୁରୀ ଦେଇଛନ୍ତି । ଆସନ୍ତା ୧୦ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଜଟଣୀ ଯାଇ ଫରେନ୍ସିକ୍ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଥିଲା । ପରେ ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବିଜେପି କାର୍ୟ୍ୟକର୍ତ୍ତାଙ୍କ ଏକ ବୈଠକରେ ଯୋଗଦେଇଥାନ୍ତେ । ସେହିପରି ୧୧ ତାରିଖରେ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପ ଶିଳାନ୍ୟାସ କରିବା ନେଇ ସୂଚନା ରହିଥିଲା । କିନ୍ତୁ ଶାହାଙ୍କ ଗସ୍ତ କାର୍ୟ୍ୟକ୍ରମ ସ୍ଥଗିତ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

ADVERTISEMENT
ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮...

Login