ଭୁବନେଶ୍ୱର : ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ନାଁରେ ଚାର୍ଜସିଟ ଦାଖଲ । ଅଭୟକାନ୍ତଙ୍କ ସହ ପୁଅ ଆକାଶଙ୍କ ନାଁରେ ବି ଚାର୍ଜସିଟ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଇଡି କୋର୍ଟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ । ମନି ଲଣ୍ଡ୍ରିଂ ଆକ୍ଟରେ ଚାର୍ଜସିଟ । ୪୦ ଜଣ ସାକ୍ଷୀଙ୍କ ନାଁ ଉଲ୍ଲେଖ ରହିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା ପିଏମଏଲଏରେ ପ୍ରସିକ୍ୟୁସନ୍ କମ୍ପ୍ଲେନ୍ ବା ଦଣ୍ଡବିଧାନ ଅଭିଯୋଗପତ୍ର ଦାଖଲ କରିଛି ଇଡି । ଅଭୟ ଓ ଆକାଶଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ କୋର୍ଟରେ ଆବେଦନ ହୋଇଛି । ଏଥିସହ ୨ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ପାଇଁ ଆବେଦନ ହୋଇଛି ।
Views: 90