The Ultimate Managed Hosting Platform
ADVERTISEMENT

ଅଭିନବ ଉପାୟରେ ଚାଲାଣ ; ଧରିଲେ ଲୋକେ

Facebook
Twitter
LinkedIn

ଭୁବନେଶ୍ୱର : ଗୋମାଂସକୁ ଅଭିନବ ଉପାୟରେ ଚାଲାଣ । ମିଠା ପ୍ୟାକେଟ ପରି ଗୋମାଂସ ପ୍ୟାକିଂ କରି କଲିକତାରୁ ଚେନ୍ନାଇକୁ ହେଉଥିଲା ଚାଲାଣ । ଚାଲାଣକାରୀଙ୍କୁ ଧରିଲେ ସ୍ଥାନୀୟ ବାସିନ୍ଦା ।
ସୂଚନା ଅନୁଯାୟୀ, ତେବେ ଏପରି ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର କାଇମାଟିଆ ଦେଇ ଅଭିନବ ଉପାୟରେ ଗୋମାଂସ ଚାଲାଣ ହେଉଥିଲା । ଏକ ୧୨ ଚକିଆ କଣ୍ଟେନରରେ ଏସବୁ ଚାଲାଣ ହେଉଥିଲା । ଖବର ପାଇ ସେଠାରେ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ଚାଲାଣ ହେଉଥିବା କଣ୍ଟେନରକୁ ଅଟକ ରଖିଥିଲେ । ତେବେ କଣ୍ଟେନରକୁ ଖୋଲି ଦେଖିବା ପରେ ପ୍ୟାକଟରେ ଗୋ ମାଂସ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login