ଅବକାରୀ ଆଇଆଇସିଙ୍କୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ
କୋରାପୁଟ : ଅବକାରୀ ଆଇଆଇସି ଓ କନଷ୍ଟେବଳଙ୍କୁ ମାଫିଆଙ୍କ ଆକ୍ରମଣ । ଗଞ୍ଜେଇ ରେଡ କରିବାକୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣ । କୋଟପାଡ ଥାନା ଘୋଡାହାଡ ଗାଁରେ ମାରଣାସ୍ତ୍ରରେ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ ଦେଖି ଆଉ ୫ କର୍ମଚାରୀ ଫେରି ଆସିଲେ । ଗୁରୁତର ଅବକାରୀ ଆଇଆଇସି ଓ କନଷ୍ଟେବଳ ମେଡିକାଲରେ ଭର୍ତ୍ତି ।ଏ ନେଇ କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅମାଲଚାମାଲ ଜଙ୍ଗଲ … Continue reading ଅବକାରୀ ଆଇଆଇସିଙ୍କୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed