The Ultimate Managed Hosting Platform
ADVERTISEMENT

ଅଫ ଲାଇନ ବଦଳରେ ବାରବାଟୀ ଟି-୨୦ ମ୍ୟାଚରେ ଅନଲାଇନ ଟିକେଟ ବିକ୍ରି ଉପରେ ଫୋକସ

Facebook
Twitter
LinkedIn

କଟକ : ଡିସେମ୍ବର ୯ ରେ ବାରବାଟୀରେ ଆୟୋଜିତ ହେବ ଟି-୨୦ ମ୍ୟାଚ । ଏଥର ଓସିଏ ଅଫ ଲାଇନ ବଦଳରେ ଅନଲାଇନ ଟିକେଟ ବିକ୍ରି ଉପରେ ଫୋକସ କରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟା ଅନୁଷ୍ଠିତ ହେବ । ନେଇ ପ୍ରସ୍ତୁତି କଲାଣି ଓଡ଼ିଶା କ୍ରିକେଟ୍ ସଂଘ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅନ୍ୟ ରାଜ୍ୟ ଗୁଡ଼ିକରେ କ୍ରିକେଟ୍ ସଂଘ ଅନ୍ ଲାଇନ୍ ଟିକେଟ୍ ବିକ୍ରି କରୁଛନ୍ତି । ତେବେ ସମସ୍ତ କମିଟି ସଦସ୍ୟଙ୍କ ମତ ଅନୁସାରେ ଅନଲାଇନ ନାଁ ଅଫଲାଇନରେ ଟିକେଟ ବୋଲି ବିକ୍ରି ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login