The Ultimate Managed Hosting Platform
ADVERTISEMENT

ଅପେକ୍ଷାକର ନିଷ୍ପତ୍ତି ବଦଳିବ : କଂଗ୍ରେସ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଜରାଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ବଦଳିବ । ଆହୁରି ସୁଦୃଢ ହୋଇ ପ୍ରତ୍ୟାବର୍ତ୍ତନ କରିବେ ରାହୁଲ । ସତ କହିବାରୁ ରାହୁଲଙ୍କୁ ଦଣ୍ଡ ମିଳିଛି କହିଲେ ମଲ୍ଲିକାର୍ଜୁନ ଖଡଗେ । ଦେଶ ସାମ୍ନାରେ ସତ ରଖିଛନ୍ତି ରାହୁଲ । ବିରୋଧୀଙ୍କ ସ୍ୱର ଚାପିବାକୁ ପ୍ରୟାସ ହେଉଛି । ଗଣତନ୍ତ୍ର ପାଇଁ ଲଢେଇ ଜାରି ରହିବ । ଗଣତନ୍ତ୍ର ପାଇଁ ଜେଲ ଯିବେ ରାହୁଲ । ସଦସ୍ୟତା ରଦ୍ଦ ଏକଛତ୍ରବାଦର ନମୁନା ।
ସେପଟେ ଅଶୋକ ଗେହଲଟ କହିଛନ୍ତି ରାହୁଲ ଗାନ୍ଧୀ ଦେଶର ସ୍ୱର । ଦମନକାରୀ ପଦକ୍ଷେପ ଉଠାଉଛି ବିଜେପି । ପଦକ୍ଷେପ ଗଣତନ୍ତ୍ର ପାଇଁ ଅଶୁଭ ସଂକେତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login