ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧୀ ଲଢେଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ । ପ୍ରତ୍ୟେକ ଟିମର ନେତୃତ୍ୱ ନେବେ ୭ ଜଣ ସାଂସଦ । ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ନେବେ ନେତୃତ୍ୱ । କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେବେ । ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ । ଶିବସେନାର ଶ୍ରୀକାନ୍ତ ଏକନାଥ ସିନେ୍ଦ ଟିମର ନେତୃତ୍ୱ ନେବେ । ଏହି ୭ଜଣଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ। ଏହି ସାଂସଦମାନେ ହେଲେ, କଂଗ୍ରେସ ସାଂସଦ ଶଶୀ ଥରୁର, ବିଜେପି ସାଂସଦ ରବି ଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମକେ ସାଂସଦ କାନିମୋଜି କରୁଣାନିଧି, ଏନସିପି ଏସପି ସାଂସଦ ସୁପ୍ରିୟା ସୁଲେ ଓ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଅପରସେନ ସିନ୍ଦୂର ଆରମ୍ଭ ହୋଇଥିଲା ଏବଂ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ। ତେବେ ପାକିସ୍ତାନର ଆତଙ୍କୀନୀତି ବିରୋଧରେ ଭାରତକୁ ସମର୍ଥନ ଯୋଗାଡ଼ ନେଇ ଏହି ପ୍ରତିନିଧି ମଣ୍ଡଳୀ ଗଠନ ସମ୍ପର୍କରେ ଚିନ୍ତା କରିଥିଲା ଭାରତ। ବିଭିନ୍ନ ରାଜନୈତିକ ଦଳ ନିର୍ବିଶେଷରେ ଏହି ପ୍ରସଙ୍ଗରେ ସମସ୍ତ ଦଳ ଏକ ହୋଇଛନ୍ତି ।
ଅପରେସନ ସିନ୍ଦୂର ବିଦେଶ ଯିବେ ସର୍ବଦଳୀୟ ଟିମ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











