The Ultimate Managed Hosting Platform
ADVERTISEMENT

ଅପରାଜିତାଙ୍କ ଅଭିଯୋଗ ପରେ ଶ୍ରୀମୟୀ ମିଶ୍ରଙ୍କ ପ୍ରେସମିଟ

Facebook
Twitter
LinkedIn

ଭୁବନେଶ୍ୱର : ଅପରାଜିତାଙ୍କ ଅଭିଯୋଗ ପରେ ବିଜେଡିର ପ୍ରେସମିଟ । ସାଂସଦ ଅପରାଜିତାଙ୍କ ଅଭିଯୋଗ ପରେ ବିଜେଡି କହିଲା, ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି । ବିକାଶ ମୂଳକ କାର୍ଯ୍ୟ ଦେଖି ଭୟଭୀତ କାହିଁକି ? ବିକାଶ ମୂଳକ କାର୍ଯ୍ୟ ବିଜେପି ସାଂସଦଙ୍କୁ ପସନ୍ଦ ଆସୁନି । ସେ କେବଳ ଧ୍ୟାନ ଆକର୍ଷଣ କରିବାକୁ ଚାହାନ୍ତି । ନିଜ ଅପରାଗତା , ଅବହେଳା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି କି , ନବୀନ ବାବୁ ବେଶୀ କୁହନ୍ତିନି , କାମ କରନ୍ତି । ରାଜ୍ୟରେ ଯାହା ହେଉଛି ମୁଖ୍ୟମନ୍ତ୍ରୀ କରୁଛନ୍ତି । ଏହା ସହ ତାଙ୍କ ପରାମର୍ଶରେ ହେଉଛି । ବିରୋଧୀଙ୍କ ମତିଭ୍ରମ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login