The Ultimate Managed Hosting Platform
ADVERTISEMENT

ଅପରାଜିତାଙ୍କୁ ବିଜେଡିର କାଉଣ୍ଟର

Facebook
Twitter
LinkedIn

ଭୁବନେଶ୍ୱର : ସାଂସଦ ଅପରାଜିତାଙ୍କୁ କାଉଣ୍ଟର । ଅପରାଜିତା ଷଡଙ୍ଗୀଙ୍କୁ କାଉଣ୍ଟର କଲା ବିଜେଡି । ଜବାବ ରଖିଲେ ବିଜେଡି ବିଧାୟକ ପର୍ଶୁରାମ ଧଡା । ସରକାର କେଉଁଠି ଆଗୁଆ ନିର୍ବାଚନ କଥା କହି ନାହାନ୍ତି । ଅପରାଜିତା ଷଡଙ୍ଗୀ କେଉଁଠୁ ଏ କଥା ଜାଣିଲେ , ସେ କହିବେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ହେବ । ସରକାର ଚାହିଁଲେ ଯେକୈାଣସି ସମୟରେ ସରକାର ଭାଙ୍ଗିପାରିବେ । ଯଦି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ ନାହିଁ ।
ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି ବୋଲି ପ୍ରଶ୍ନ କରିଥିଲେ ଅପରାଜିତା । ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି କାମ କରନ୍ତୁ । ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ସ୍ୱୀକାର ନ କରିବା ଯାଏଁ ନିର୍ବାଚନ କେମିତି ହେବ । ଯେବେ ବି ଓଡିଶାରେ ନିର୍ବାଚନ ହେବ ବିଜେପି ପ୍ରସ୍ତୁତ ଅଛି । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ । ବିଜେଡି ବିରୋଧରେ ବିଜେପି , ଏଥିରେ କୈାଣସି ଦ୍ୱନ୍ଦ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login