ବ୍ରହ୍ମଗିରି : ଗକ୍ତରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଉଡକେରୀ ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ପଡୋଶୀଙ୍କ ଅପମାନ ସହି ନ ପାରି ଆତ୍ମହତ୍ୟା ଅଭିଯୋଗ କଲେ ପରିବାର । କାଲି ପୋଖରୀରୁ ମାଛ ଧରିବାକୁ ନେଇ ପଡୋଶୀଙ୍କ ସହ ବଚସା ହୋଇଥିଲା । ନାବାଳକକୁ ଦାୟୀ କରି ପଡୋଶୀ ବହୁ ଅପମାନ କରିଥିବା ଅଭିଯୋଗ ।
Views: 88











