The Ultimate Managed Hosting Platform
ADVERTISEMENT

ଅନ୍ୟ ଜାତିରେ ବିବାହ ପାଇଁ ବାରଣ ; ଥାନାରେ ମାମଲା

Facebook
Twitter
LinkedIn

ବ୍ରହ୍ମପୁର : ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ଅଭିଯୋଗ ଘଟଣା । ଅତିିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ । କୈବର୍ତ୍ତ ସମାଜ ବିରୋଧରେ ଛତ୍ରପୁର ଥାନାରେ ମାମଲା ରୁଜୁ । ମାମଲା ରୁଜୁ ନେଇ ସୂଚନା ଦେଲେ ଛତ୍ରପୁର ଏସପି । ଆସିକା ତହସିଲଦାରଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । କୈବର୍ତ୍ତ ସମାଜ ବାରଣ କରିଥିବା ଥାନାରେ ଅଭିଯୋଗ । ପୁଅର ଅନ୍ୟ ଜାତିରେ ବିବାହର ଯୋଗୁଁ ବାରଣ କରିଥିବା ଅଭିଯୋଗ କରିଥିଲେ । ଏକ ବିବାହରେ ଭୋଜିକୁ ବାରଣ ସହ ଅପମାନିତ କରାଯାଇଥିବା କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login