The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅନ୍ଧାରରେ ୩୧ ହଜାର ଅଙ୍ଗନବାଡି

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଲିଖିତ ଉତ୍ତର । ୩୧ ହଜାର ୪୫୬ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ୪୭ ହଜାର ୭୩୭ ଅଙ୍ଗନବାଡି କେନ୍ଦ୍ରରେ ପାଚେରି ନାହିଁ । ରାଜ୍ୟରେ ମୋଟ ୭୪ ହଜାର ୧୯୨ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିତ୍ତିଭୂମିର ବିକାଶ ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଣିବାକୁ ଚାହିଁଥିଲେ ଅରବିନ୍ଦ ମହାପାତ୍ର । ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଉଚ୍ଚଶିକ୍ଷା ପକ୍ଷରୁ ବଡ ନିଷ୍ପତ୍ତି , ନିଶା ମୁକ୍ତ ହେବ କଲେଜ କ୍ୟାାମ୍ପସ

ଉଚ୍ଚଶିକ୍ଷା ପକ୍ଷରୁ ବଡ ନିଷ୍ପତ୍ତି , ନିଶା ମୁକ୍ତ ହେବ କଲେଜ କ୍ୟାାମ୍ପସ

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ପକ୍ଷରୁ ନିଆଯାଇଛି ବଡ ନିଷ୍ପତ୍ତି । ଓଡିଶାରେ କଲେଜ ହେବ ନିଶା ମୁକ୍ତ । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ...

ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ପୋଡ଼ିହୋଇ ଗଭୀର କ୍ଷତରେ ଅପରେସନ କରାଯାଇଛି । ଏବେ ମଧ୍ୟ ଅକ୍ସିଜେନ ସପୋର୍ଟରେ ଅଛନ୍ତି...

ADVERTISEMENT
ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା । ପ୍ରଭାବରେ ଏକ ଲଘୁଚାପ...