The Ultimate Managed Hosting Platform
ADVERTISEMENT

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ କଟକ ଏସଡ଼ିଜେଏମ କୋର୍ଟରେ ଶୁଣାଣି ଶେଷ

Facebook
Twitter
LinkedIn

କଟକ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଶୁଣାଣି ଶେଷ କଲେ କଟକ ଏସଡ଼ିଜେଏମ କୋର୍ଟ । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ଅନୁଭବଙ୍କ ଆବେଦନ ଉପରେ ସାକ୍ଷ୍ୟ ପ୍ରମାଣ ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେଏମ କୋର୍ଟ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login