The Ultimate Managed Hosting Platform
ADVERTISEMENT

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା ; ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଅନୁଗୁଳ : ଅଟୋ ଉପରେ ମାଡିଗଲା କାର । ୩ ଜଣଙ୍କର ଚାଲିଗଲା ଜୀବନ । ସଦର ଥାନା ଖଣ୍ଡହତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ୱାମୀ , ସ୍ତ୍ରୀ ସମେତ ଅଟୋ ଚାଳକଙ୍କ ଚାଲିଗଲା ଜୀବନ । ଆଉ ୨ ଜଣ ଗୁରୁତର ହୋଇଛନ୍ତି । ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଟୋଟି ପାଣିକାଦୁଅରେ ପୋତି ହୋଇଯାଇଛି , ଉପରେ ରହିଛି କାର । ଏମାନେ ସମସ୍ତେ ଢେଙ୍କାନାଳଜିଲ୍ଲା ରସୋଳ ଥାନା କାରନ୍ଦା ଗାଁର ଲୋକ ବୋଲି ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login