ନୂଆଦିଲ୍ଲୀ : ଅନଲାଇନ ଚିଟଫଣ୍ଡ ବିରୋଧରେ ଇଓଡବ୍ଲ୍ୟୁର କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଆପର ୭୫ ଲକ୍ଷ ଟଙ୍କା ଫ୍ରିଜ କଲା ଇଓଡବ୍ଲ୍ୟୁ । ୧୪ଟି ବିଭିନ୍ନ ଆକାଉଣ୍ଟରେ ଥିବା ୭୫ ଲକ୍ଷ ଟଙ୍କା ଫ୍ରିଜ । ୧ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ସୂଚନା । ବିଭିନ୍ନ ସେଲିବ୍ରିଟିଙ୍କ ଫଟୋ ଜାଲିଆତି କରି ବ୍ୟବହାର କରୁଥିଲେ । ଅମିତାଭ , ସଚିନ , ଅମ୍ବାନୀ, ଟାଟାଙ୍କ ଫଟୋ ବ୍ୟବହାର କରୁଥିଲେ । ସେଲିବ୍ରିଟିଙ୍କ ଫଟୋ ଲଗାଇ ଟଙ୍କା ଦୁଇଗୁଣର ଲୋଭ ଦେଖାଉଥିଲେ ।
Views: 83