The Ultimate Managed Hosting Platform
ADVERTISEMENT

ଅନଲାଇନରେ ମହାପ୍ରଭୁଙ୍କ ପୂଜା !

Facebook
Twitter
LinkedIn

ପୁରୀ : ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ଏତ ଆପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଲା ପୂଜା ପରିସେବା ଡଟ କମ ଆପ୍ଲିକେସନ । ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ । ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ । ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି । ଯୋଗାଯୋଗ ପାଇଁ ୱେବସାଇଟ ମଧ୍ୟ ଦିଆଯାଇଛି । ଚାରି ପ୍ରକାର ପୂଜା ହେବା ନେଇ ଅନଲାଇନରେ ବିଜ୍ଞପ୍ତି ଦିଆଯାଇଛି । ଏହି ପୂଜା ମଧ୍ୟରେ ରହିଛି ଅଭିଷେକ ପୂଜା, ତୁଲସୀଦାନ ପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା ଓ ସାଧାରଣ ଦର୍ଶନପୂଜା ଅଭିଷେକ ପୂଜା । ତେବେ ଏହାକୁ ବିଶ୍ୱାସ ନ କରିବା ପାଇଁ ଅପିଲ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଏହା ଉପରେ ତଦନ୍ତ ଚାଲିଛି , ଖୁବ ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login