The Ultimate Managed Hosting Platform
ADVERTISEMENT

ଅଧା ବାଟରୁ ଫେରିଗଲେ ମନ୍ତ୍ରୀ

Facebook
Twitter
LinkedIn

କେନ୍ଦ୍ରାପଡା : ମନ୍ତ୍ରୀଙ୍କ ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୁତ୍ତ । ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆରେ ଭାଙ୍ଗିଦେଲେ । ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନ ଯାଇ ଅଧା ବାଟରୁ ଫେରିଗଲେ ମନ୍ତ୍ରୀ । ଫଳକ ଭଙ୍ଗା ଖବର ପାଇ ଫେରିଗଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ନିପାଣିଆରେ ଏକ ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login