The Ultimate Managed Hosting Platform
ADVERTISEMENT

ଅତି ନୃଶଂସ ଭାବରେ ପାନ ଦୋକାନୀଙ୍କ ଜୀବନ ନେଇଗଲେ

Facebook
Twitter
LinkedIn

ଜଗତସିଂହପୁର : ପାନ ଦୋକାନୀଙ୍କ ଜୀବନ ନେଇଗଲେ । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ଭାବରେ ଜୀବନ ନେଇଛନ୍ତି ଦୁବୃର୍ତ୍ତ । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ ଯୋଗଧାରି ଛକରେ ନିଜ ପାନଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି । ତାଙ୍କୁ କିଏ ଆଉ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ କଟୁରୀ ଜବତ କରି ତଦନ୍ତ କରୁଛି ସଦର ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login