ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଡାଉ । ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି । ଭୁବନେଶ୍ୱର ବଡଗଡର ଗୋପାଳୁଣୀ ନଗରରେ ୩ ମହଲା କୋଠା ଠାବ । ବଡଗଡ ବ୍ରିଟ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା । ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ । ୪ଜଣ DSP, ୭ ଜଣ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର, ଓ ୮ ଜଣ ASI ଚଢ଼ଉରେ ସାମିଲ ଅଛନ୍ତି । ଭୁବନେଶ୍ବର ବଡ଼ଗଡ଼ରେ ରହିଛି ଜିତେନ୍ଦ୍ରଙ୍କର ୩ ମହଲା କୋଠା। ଖୋର୍ଦ୍ଧା ସାନପଲ୍ଲାରେ ରହିଛି ଦୁଇ ମହଲା ଘର।
Views: 52











