The Ultimate Managed Hosting Platform
ADVERTISEMENT

ଅଟୋକୁ ପିଟିଲା ଟ୍ରକ, ମହିଳା ମୃତ

Facebook
Twitter
LinkedIn

ରଣପୁର : ଅଟୋକୁ ପିଟିଲା ଟ୍ରକ । ଗୈାରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଅଟୋରେ ଥିବା ଜଣେ ମହିଳା ମୃତ । ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର ହୋଇଯାଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login