ଭୁବନେଶ୍ୱର : କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ କଂଗ୍ରେସର ଗର୍ଜନ । କିଟ ମୁଖ୍ୟ ଫାଟକ ଆଗରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ । ସରକାର କାହିଁକି ଗିରଫ କରୁ ନାହାନ୍ତି ବୋଲି ପ୍ରଶ୍ନ କଲେ । ଖାଲି ଛାତ୍ରୀ ମୃତ୍ୟୁ ନୁହେଁ , ଜମି କେଳେଙ୍କାରୀ ବି ରହିଛି । ଅଚ୍ୟୁତଙ୍କ ପାଇଁ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିବା ଅଭିଯୋଗ ।
Views: 33