ଅନୁଗୋଳ : ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଇଣ୍ଡାର ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତ ପ୍ଲାଷ୍ଟର ଖସି ଅଙ୍ଗନାବାଡି ଦିଦି ଗୁରୁତର ହୋଇଛନ୍ତି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛୋଟ ଶିଶୁ । ଗୁରୁତର ଦିଦିଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Views: 86