The Ultimate Managed Hosting Platform
ADVERTISEMENT

ଅଗ୍ନିକାଣ୍ଡ ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା କଳିଙ୍ଗନଗର ପ୍ରେସ ଫୋରମ

Facebook
Twitter
LinkedIn

ଦାନଗଦୀ :ଦାନଗଦି ବ୍ଲକ ଅନ୍ତର୍ଗତ ଶୋଲେଇ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡରେ ବାପି ମହାରଣା ଙ୍କର ଦୁଇ ବଖରା ଘର ସମ୍ପୂର୍ଣ ଜଳି ଯାଇଥିବା ବେଳେ ଘରେ ଥିବା ଆସବାବପତ୍ର ଓ ଧାନ ସମ୍ପୂର୍ଣ ଜଳି ଯାଇଥିଲା ସୂଚନା ଅନୁଯାୟୀ, ବାପି ମହାରଣାଙ୍କ ପରିବାର ଲୋକ ତାଙ୍କ ଘରେ ତାଲା ଦେଇ କଣ୍ଟ୍ରୋଲ ଦୋକାନକୁ ଚାଉଳ ପାଇଁ ଯାଇଥିଲେ, ହଠାତ କିପରି ନିଆଁ ଲାଗିଲା ତାହା ଜାଣି ପାରିଲେ ନାହିଁ । ଖବର ପାଇ ସେମାନେ ଘର ପାଖରେ ପହଁଚିଲା ବେଳେ ଘର ତିନି ବଖରା ଜଳି ଯାଇଥିଲା ।ଏହି ଦୁଃଖଦ ଖବର ଜାଣିଲା ପରେ ଗରିବ ପରିବାର ପାଖରେ ବିପତ୍ତି ସମୟରେ କଳିଙ୍ଗନଗର ପ୍ରେସ ଫୋରମର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ସଦସ୍ୟ ପହଁଚି ସହାୟତା ଯୋଗାଇ ଦେଇଛନ୍ତି । ଶୁଖିଲା ଖାଦ୍ୟ, କମ୍ବଳ ପରିବାରକୁ ଯୋଗାଇ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login