The Ultimate Managed Hosting Platform
ADVERTISEMENT

ଅକ୍ଟୋବର ୧ରୁ ସିମ୍ କାର୍ଡ ପାଇଁ ନୂଆ ନିୟମ

Facebook
Twitter
LinkedIn

ନୂଆଦିଲ୍ଲୀ : ଟେଲିକମ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟର କଡା ଆଭିମୁଖ୍ୟ । ନୂଆ ସିମ୍ କାର୍ଡ ବିକିବା ପାଇଁ ଅକ୍ଟୋବର ୧ରୁ ଲାଗୁ ହେବ କଟକଣା । ଜଣେ ବ୍ୟକ୍ତି ନାଁରେ ଏକାଧିକ ସିମ୍ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ । ୬୬ ହଜାର ଜାଲ୍ ହ୍ୱାଟସଆପ ଆକାଉଣ୍ଟକୁ ରଦ୍ଦ କଲା ମନ୍ତ୍ରାଳୟ । ୬୭ ହଜାର ସିମ ଡିଲର କଳା ତାଲିକାଭୁକ୍ତ । ୩୦୦ ଏତଲା ରୁଜୁ ହୋଇଛି । ୫୨ ଲକ୍ଷ ସିମକୁ ରଦ୍ଦ ପାଇଁ ନିଦେ୍ର୍ଦଶନାମା ଜାରି ହେଲା । ୮ ଲକ୍ଷ ବ୍ୟାଙ୍କ ବ୍ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରାଗଲା । ଅଣ ପଞ୍ଜୀକୃତ ସିମ୍ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଜରିମାନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login