The Ultimate Managed Hosting Platform
ADVERTISEMENT

ୱାନ ବାର ୱାନ ଇଲେକ୍ସନ; ଜାରି ରହିଛି ମତଦାନ

Facebook
Twitter
LinkedIn

ଭୁବନେଶ୍ୱର : ୱାନ ବାର ୱାନ ଇଲେକ୍ସନ । ରାଜ୍ୟର ସମସ୍ତ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କ ପାଇଁ ଜାରି ରହିଛି ମତଦାନ । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ମତଦାନ ଚାଲିବ । ରାଜ୍ୟର ୧୫୩ ଟି ବାର ଆସୋସିଏସନ ପାଇଁ ଚାଲିଛି ମତଦାନ । ୩୩ ହଜାରରୁ ଉର୍ଦ୍ଧ୍ୱ ଆଇନଜୀବୀ ମତଦାନ ସାବ୍ୟସ୍ତ କରିବେ । ତେବେ ସୁରୁଖୁରୁରେ ମତଦାନ ହେଉଥିବା ନେଇ ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login