ଜୟପୁର : ୭୦୦ ଫୁଟ ବୋରୱେଲରେ ଖସି ପଡିଛି ୩ ବର୍ଷର ଶିଶୁ କନ୍ୟା । ଭଉଣୀ ସହ ଖେଳୁଥିବା ସମୟରେ ଗୋଡ ଖସି ଶିଶୁକନ୍ୟା ଜଣକ ବୋରୱେଲରେ ଖସି ପଡିଥିଲା । ରାଜସ୍ଥାନର କାଟେପୁତଲି ଅଞ୍ଚଳରେ ଘଟିଛି ଘଟଣା ।୧୫୦ ଫୁଟ ଗଭୀରରେ ଫସି ରହିଛି ଶିଶୁ କନ୍ୟା । ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ଏସଡିଆରଏଫ, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ ଚାଲିଛି ।ଶିଶୁକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ବୋରୱେଲରେ କ୍ୟାମେରା ଖଞ୍ଚା ଯାଇ ଶିଶୁର ଗତିବିଧି ଉପରେ ନଜର ରଖାଯାଇଛି । ଶିଶୁଟି ହାତ ହଲେଇ କାନ୍ଦୁଥିବାର କ୍ୟାମେରାରେ ରେକର୍ଡ ହୋଇଛି । କିନ୍ତୁ ପିଲାଟିର ବେକ ତଳକୁ ମାଟି ଜମିଥିବାରୁ ଶରୀର ହଲଚଲ ହେଉନାହିଁ ।ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।
୭୦୦ ଫୁଟ ବୋରୱେଲରେ ଖସି ପଡିଛି ୩ ବର୍ଷର ଶିଶୁ କନ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







