The Ultimate Managed Hosting Platform
ADVERTISEMENT

୬ ହତ୍ୟାକାରୀଙ୍କୁ ଆଜୀବନ

Facebook
Twitter
LinkedIn

ନୟାଗଡ : ହତ୍ୟାକାଣ୍ଡର ୨୨ ବର୍ଷ ପରେ ଆସିଲା ରାୟ । ମାମଲାରେ ୬ ଜଣଙ୍କୁ ଆଜୀବନ ସଜା ବେଳେ ଓଡଗାଁ ଏଡିଜେ । ଅନ୍ୟ ୧୦ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଷରେ ଖଲାସ କଲେ କୋର୍ଟ । ୨୦୦୨ ଶରଣକୂଳ ଥାନା କେଶପାନିଆ ଗାଁରେ ହତ୍ୟା ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ମଦନ ମୋହନଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ମୋଟ ୧୮ ଜଣଙ୍କ ନାଁରେ ଏତଲା କରାଯାଇଥିଲା । ଅନ୍ୟ ୨ ଅଭିଯୁକ୍ତଙ୍କର ଏହା ମଧ୍ୟରେ ମୃତ୍ୟୁ ଘଟିସାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login