The Ultimate Managed Hosting Platform
ADVERTISEMENT

୬ ଘଣ୍ଟିଆ ରାୟଗଡା ବନ୍ଦ

Facebook
Twitter
LinkedIn

ରାୟଗଡା : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡା ବନ୍ଦ । ଚନ୍ଦ୍ରପୁର ମେଡିକାଲ ୱାର୍ଡେନଙ୍କ ହତ୍ୟାକାରୀଙ୍କୁ ଧରିବା ଦାବିରେ ବନ୍ଦ । ସକାଳ ୬ଟାରୁ ୬ ଘଣ୍ଟିଆ ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ରାସ୍ତାରୋକ । ୨୧ରେ ମେଡିକାଲ ପରିସରରୁ ୱାର୍ଡେନଙ୍କ ଅଧାପୋଡା ମୃତଦେହ ମିଳିଥିଲା । ଦୋଷୀକୁ ଗିରଫ କରାଯାଉ ଦାବି କରି ରାୟଗଡ଼ା ସହରର କପିଳାସ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଛି । ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ମଂଜୁଳା ମିନିଆକା ଉପସ୍ଥିତ ଅଛନ୍ତି । ମୃତକ ଜଣଙ୍କ ଦିବ୍ୟାଙ୍ଗ ଥିଲେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ମଧ୍ୟ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହାସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login