The Ultimate Managed Hosting Platform
ADVERTISEMENT

୬୧ ଦିନ ଯାଏଁ ମାଛ ଧରା ବନ୍ଦ

Facebook
Twitter
LinkedIn

ପାରାଦୀପ : ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ । ଓଡିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିଦେ୍ର୍ଦଶ । ମାଛ ସରଂକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗକୁ ପକ୍ଷରୁ ନିଦେ୍ର୍ଦଶ । ସାଢେ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ । ଆସନ୍ତା ଦୁଇମାସ ପର୍ୟ୍ୟନ୍ତ ମାଛ ମାନଙ୍କର ଅଣ୍ଡାଦାନର ସମୟ , ମାଛ ବଂଶ ବୃଦ୍ଧି ପାଇଁ ସରକାର ଆଜିଠୁ ଜୁନ ୧୫ ପର୍ୟ୍ୟନ୍ତ ମାଛଧରା ଉପରେ ରୋକ୍ ଲଗାଇଛନ୍ତି। ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ସ୍ବାଗତ କରିଥିବା ବେଳେ, ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login