The Ultimate Managed Hosting Platform
ADVERTISEMENT

୫ ବର୍ଷର ବାଳକକୁ ପଥରରେ ଛେଚି ହତ୍ୟା !

Facebook
Twitter
LinkedIn

ଝରିଗାଁ : ମନ୍ଦିରରେ ପୂଜାରୀ ପୁଅକୁ ପଥରରେ ଛେଚି ନିମର୍ମ ହତ୍ୟା । ପୂଜକ ସମ୍ମୁଖରେ ୫ ବର୍ଷର ପୁଅକୁ ପଥରରେ ଛେଚି ଛେଚି ହତ୍ୟା । ଡାବୁଗାଁ ଥାନା ମେଣ୍ଡରା ଗାଁ ସର୍ଗୁଲିପାହାଡରେ ଥିବା ମନ୍ଦିରରେ ହତ୍ୟା । ହତ୍ୟା ପରେ ନାବାଳକର ବାମ ଗୋଡ ଓ ଡାହାଣ ହାତ କାଟନେଲା । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login